ହାବେ ଲୋକୁକି ଜହରି,
ଇ ମା ୱେବ୍ସାଇଟ୍ ତାଆଁ ହାବେ ଲୋକୁକି ସ୍ୱାଗତ କି’ମାଞ୍ଜାନାମ୍ବୁ, ଇଦି ମା ଡଙ୍ଗରିଆ ୱେବ୍ସାଇଟ୍, ମା ୱେବ୍ସାଇଟ୍ଟି ମା ଡଙ୍ଗରିଆ ଲୋକୁ ବିଷୟଟି ନାକି ପୁଞ୍ଜେଲି ମୁନ୍ଦେରୁ, ଇ ୱେବ୍ସାଇଟ୍ ତାଆଁ ଡଙ୍ଗରିଆ ପାଣୁମ୍ବୁ, ବିଡ଼ିଓ, ଫୋଟ ହେଣ୍ଡଲି ମୁନ୍ଦେରୁ ଆରେଏ ମା କାତାଟି ଲେକା ଆତି ବହି ଜାକା ପଡ଼ା ଆଏଲି ମୁନ୍ଦେରୁ ।
ନିଞ୍ଜୁନି ବାକ୍ୟ
ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ। ପ୍ରେରିତ ଓ ଭବିଷ୍ୟଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା’ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି।
ଏଫିସିୟ 2:19