ହାବେ ଲୋକୁକି ଜହରି,
ଇ ମା ୱେବ୍ସାଇଟ୍ ତାଆଁ ହାବେ ଲୋକୁକି ସ୍ୱାଗତ କି’ମାଞ୍ଜାନାମ୍ବୁ, ଇଦି ମା ଡଙ୍ଗରିଆ ୱେବ୍ସାଇଟ୍, ମା ୱେବ୍ସାଇଟ୍ଟି ମା ଡଙ୍ଗରିଆ ଲୋକୁ ବିଷୟଟି ନାକି ପୁଞ୍ଜେଲି ମୁନ୍ଦେରୁ, ଇ ୱେବ୍ସାଇଟ୍ ତାଆଁ ଡଙ୍ଗରିଆ ପାଣୁମ୍ବୁ, ବିଡ଼ିଓ, ଫୋଟ ହେଣ୍ଡଲି ମୁନ୍ଦେରୁ ଆରେଏ ମା କାତାଟି ଲେକା ଆତି ବହି ଜାକା ପଡ଼ା ଆଏଲି ମୁନ୍ଦେରୁ ।
ନିଞ୍ଜୁନି ବାକ୍ୟ
ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ। ପରମେଶ୍ୱରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ୱାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧରେ ସଂଘର୍ଷ କରି ପାରିବ।
ଏଫିସିୟ 6:10